ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ବ୍ରହ୍ମପୁର ହଳଦିପଦରରେ ନୂତନ ୨୫ଟି ଇ-ବସ୍ ସେବାର ଶୁଭାରମ୍ଭ କରିଛନ୍ତି। ଏହି ବସ୍ ବ୍ରହ୍ମପୁର ରୁ ଛତ୍ରପୁର ପହଞ୍ଚିବା ପରେ ଏହାକୁ ସ୍ବାଗତ କରାଯାଇଛି। ସୋମବାର ମଧ୍ୟାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କିର୍ତ୍ତି ଭାସନ ।