ବର୍ଷ ବର୍ଷ ଧରି ରାସ୍ତାର ଦୁଇ ପାଶ୍ୱର୍ରେ ଥିବା ସରକାରୀ ଜମି କୁ ଜବର ଦଖଲ କରିଆସୁଥିବା ଅଭିଯୋଗ ହେଉଥିବା ଅଭିଯୋଗ ହୋଇଆସୁଥିଲା। ରାସ୍ତା ନିର୍ମାଣ ପାଇଁ ଅନେକ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳୁଥିଲା। ଏହାକୁ ନେଇ ସରପଞ୍ଚ ସୁଶ୍ରୀ ମମତା ଶବର ଙ୍କ ନେତୃତ୍ୱରେ ରାସ୍ତା ଉକ୍ତ ରାସ୍ତା ସୀମା ଚିହ୍ନଟ ପାଇଁ ତହସିଲଦାର ଙ୍କ ପାଖରେ ଅଭିଯୋଗ କରିଥିଲେ।ପରେ ତହସିଲଦାର ଙ୍କ ନିର୍ଦ୍ଦେଶ କ୍ରମେ ଆଜି ରବିବାର ଲାଞ୍ଜିଗଡ଼ ରୋଡ଼ ସରପଞ୍ଚ ମମତା ଶବର ଙ୍କ ଉପସ୍ଥିତ ରେ ରାସ୍ତା ଚିହ୍ନଟ କରିଥିବା ସୁଚନା।