ବୀରମିତ୍ରପୁର: ବୀରମିତ୍ରପୁର ବିଜେଡ଼ି ଟାଉନ କାର୍ଯ୍ୟାଳୟଠାରେ ଗାନ୍ଧୀ ଜୟନ୍ତୀ ପାଳିତ।
ଆଜି ୨ଅକ୍ଟୋବର ୨୦୨୫ ଦିନ ପ୍ରାୟ ୧୧ଟା ସମୟରେ ବୀରମିତ୍ରପୁର ବିଜେଡ଼ି ଟାଉନ କାର୍ଯ୍ୟାଳୟ ଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ଫୋଟଚିତ୍ର ରେ ପୁଷ୍ପଗୁଛ ମାଲ୍ୟାର୍ପଣ କରାଗଲା | ଏହି କାର୍ଯ୍ୟକ୍ରମ ରେ ବିଜେଡ଼ି ନଗର ସଭାପତି କୁନା ଦେଓ, ବୀରମିତ୍ରପୁର ମୁନିସିପାଲିଟି ବିଧାୟକ ପ୍ରାର୍ଥନିଧି ତଥା ପୂର୍ବତନ ନାଗରପାଳ ଶଶି ସାଗର, ବରିଷ୍ଠ ନେତା ଜଗଦୀଶ ଅଗ୍ରୱାକ, ୱାର୍ଡ ନ ୩ ର କାଉନସିଲର କମଲେଶ ସିଂ, ଅଶୋକ ନାୟିକ ଏବଂ ଅନ୍ୟ ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ |