କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ନିରଞ୍ଜନ ଗୌଡ଼ ଦ୍ୱାଦଶ ଦିବସ ରେ ସ୍ମୃତି ଚାରଣ
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ନିରଞ୍ଜନ ଗୌଡ଼ ଙ୍କ ଅକାଳ ବିୟୋଗ ରେ ଶୋକାକୁଳ ପୁରା ପଞ୍ଚାୟତ. ଆଜି ତାଙ୍କରି ଦ୍ୱାଦଶ ଦିବସ ରହିଥିବା ବେଳେ ଏକ ସ୍ମୃତି ଚାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମ ରେ ବ୍ଲକ ଭାରପ୍ରାପ୍ତ ଅଧ୍ୟକ୍ଷ, ଙ୍କ ସହ ବିଭିନ୍ନ ପଞ୍ଚାୟତ ରୁ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ଉପସ୍ଥିତ ରହି ତାଙ୍କରି ସ୍ମୃତି ଚାରଣ କରିଥିଲେ.