ସଦର: ଭବାନୀପାଟଣାର ମାନ୍ୟବର ଅତିରିକ୍ତ ସେସନ୍ସ ଜଜ୍-କମ୍-ସ୍ପେଶାଲ୍ କୋର୍ଟ ପକ୍ସୋ ଆଇନ ଅନୁଯାୟୀ 4 ଜଣ ଦୋଷୀ ସାବସ୍ତ୍ୟ
ଭବାନୀପାଟଣାର ମାନ୍ୟବର ଅତିରିକ୍ତ ସେସନ୍ସ ଜଜ୍-କମ୍-ସ୍ପେଶାଲ୍ କୋର୍ଟ ପକ୍ସୋ ଆଇନ ଅନୁଯାୟୀ ଧନେଷ୍ଟି ନାଏକ, ଆଇବାନ, ସୁମନ୍ତ ହରିଜନ ଏବଂ ରାଜୀବ ମାଝୀଙ୍କୁ ବିଜେପୁର ପିଏସ୍ ମାମଲା ନମ୍ବର ୦୮/୨୦୨୩ ଅନୁଯାୟୀ ଶିଶୁ ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରତ୍ୟେକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି। ତେବେ ଏନେଇ ଆଜି ଅପରାହ୍ନ 2ଟା ସମୟରେ ଜଣାଯାଇଛି