ଟିଟିଲାଗଡ: ସଇଁତଳାକୁ ଏନଏସି ମାନ୍ୟତା ଦାବିରେ ଆସନ୍ତା ମଙ୍ଗଳବାର ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦେବ ବିଜେଡି - ସାମ୍ବାଦିକ ସମ୍ମିଳନୀରେ ସୂଚନା
Titlagarh, Balangir | Sep 13, 2025
ସଇଁତଳାକୁ ଏନଏସି ମାନ୍ୟତା ଦାବିରେ ମଙ୍ଗଳବାର ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା - ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବିଜେଡି ନେତ୍ରୀ ଶ୍ରୀମତି...