Public App Logo
Jansamasya
National
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth

ଅତାବିରା: ଚାଷୀ ପଂଜିକରଣ ଦାବୀନେଇ ଅତାବିରା ତହସିଲ ଅଫିସ ଘେରିଲେ ଚାଷୀ

ଆଜି ଶୁକ୍ରବାର ମଧ୍ଧାହ୍ନ ୧୨ଟାରେ ଚାଷୀ ପଂଜିକରଣ ଦାବୀ ନେଇ ଓଡିଶା ରାଜ୍ୟ କୃଷକ ସଂଘଠନର ନେତୃତ୍ବରେ ଚାଷୀମାନେ ଅତାବିରା ତହସିଲ ଅଫିସ ଘେରାଉ କରିଥିଲେ |ଚାଷୀମାନକଂ ଦାବୀ ହେଉଛି ଧାନ ବିକ୍ରୀ ପାଇଁ ଚାଷୀପଂଜିକରଣରେ ବାଦ ପଡିଥିବା ଚାଷୀକଂ ପଂଜିକରଣ କରାଯାଉ |ଏହି ଘେରାଉରେ କୃଷକ ସଂଘଠନର ସଭାପତି ବୀରେନ୍ଦ୍ର କର,କାର୍ଯ୍ୟକାରୀ ସଭାପତି ଟିକେଲାଲ ମିଶ୍ର,ସଂଯୁକ୍ତ କୃଷକ ସଂଘଠନର ସଦସ୍ୟ ରମେଶ ମହାପାତ୍ର,ଅନିରୁଦ୍ଦ ସାହୁ,ବୁଦ୍ଦଦେବ ନନ୍ଦ,ଭୁବନ ପଧାନ,ପାପା ରାଓ,ଶତବାବୁ,ସୁବାଷ ବିଶ୍ବାଲ ପ୍ରମୁଖ ଯୋଗଦେଇଥିଲେ |

MORE NEWS