ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲାପାଳଙ୍କ ଅଡିଟୋରିୟମରେ ସମବାୟ ସଦସ୍ୟତା ମହାଅଭିଯାନ ସମ୍ବନ୍ଧର ଶୁଭାରମ୍ଭ
ଜିଲ୍ଲାପାଳଙ୍କ ଅଡିଟୋରିୟମରେ ଅନୁଷ୍ଠିତ ହେଲା ସମବାୟ ସଦସ୍ୟତା ମହାଅଭିଯାନ ସମ୍ବନ୍ଧର ଶୁଭାରମ୍ଭ କାର୍ଯ୍ୟକ୍ରମ। ଏଥିରେ ଜିଲ୍ଲା ପରିଷଦ ସଭାପତି, ଅତିରିକ୍ତ ଜିଲ୍ଲାପାଳ ଓ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିଲେ।