ଆଜି ସମ୍ବଲପୁର ଜିଲ୍ଲା କଂଗ୍ରେସ ତରଫରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କଂ ନାମରେ କିଛି ବ୍ୟକ୍ତି ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳି ଥିବାରୁ ଏନେଇ ସାଇବର ଥାନା କ୍ଷେତରାଜପୁର ରେ ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ ସଭାପତି ଇଂ ଶ୍ରୀ ଅମିତ୍ କୁମାର ଗୁରୁ କଂ ନେତ୍ରୁତ୍ୱ ରେ ବରିଷ୍ଠ ଆଇନଜୀବି ନିରଞ୍ଜନ ତ୍ରିପାଠୀ ଓ ପୁର୍ବତନ ଜିଲ୍ଲା ସଭାପତି ଜୟଶକଂର ମିଶ୍ର , ପିସିସି ସଭ୍ୟ ସୁବାସ ବିଶ୍ଵାଲ ଓ ପିସିସି ସମ୍ପାଦକ ଦିଲିପ୍ ଦୁରିୟା, ପିସିସି sc ଶେଲ ତାପସ କୁମ୍ଭାର , ମହିଳା ନେତ୍ରୀ ବିଜୟଲକ୍ଷ୍ମୀ ବେହେରା, ହିରାକୁଦ ନଗର ସଭାପତି ରବି ରାଉତ, ଜିତେନ