ଶନିବାର ସକାଳୁଆ ସ୍କୁଲର ସମୟ ପରିବର୍ତ୍ତନ ପାଇଁ ନିଜ କାର୍ଯ୍ୟାଳୟରୂ ଚିଠି ମାଧ୍ୟମରେ ନିର୍ଦେଶ ଦେଲେ ଜିଲ୍ଲା ଶିକ୍ଷାଧିକାରୀ ଶନିବାର ସକାଳୁଆ ସ୍କୁଲ ବଦଳରେ ଦିନରେ ହେବ ପାଠ ପଢା ଶୀତ ର ପ୍ରକୋପ କୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ରେ ସକାଳ ସ୍କୁଲ ର ସମୟ ରେ ପରିବର୍ତ୍ତନ କରାଯାଇ ଦିନ ରେ ଖୋଲିବା ପାଇଁ ସମସ୍ତ ବ୍ଲକ ଶିକ୍ଷାଧିକାରୀ ଙ୍କୁ ଏକ ପତ୍ର ମାଧ୍ୟମରେ ଶୁକ୍ରବାର ଦିନ 11 ଟାରେ ନିର୍ଦ୍ଧେଶ ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଛତ୍ରପତି ସାହୁ