ପଥର ବ୍ୟବସାୟୀ ଏମ ଶଙ୍କର ମୃତ୍ୟୁ ଘଟଣା.... ସାତ ତାରିଖ ର ସିସିଟିଭି ଫୁଟେଜ ଲାଗିଚି କନକ ନ୍ୟୁଜ ହାତରେ।ସକାଳ ସାତ ଟା ଚଅ ମିନିଟ ସମୟରେ କୋରାପୁଟ ଜଗନ୍ନାଥ ମନ୍ଦିର ଚକ ନିକଟରେ ଥିବା ମହାଲକ୍ଷ୍ମୀ ଲର୍ଡ ରୁ ବାହାରି ପଥର ବ୍ୟବସାୟି ଏମ ଶଙ୍କର ଏକ କାର ଯୋଗେ ସିଧାସଳଖ ଯାଇଥିଲେ। ସେ ଵାର ଦିନ ଧରି ସେଇ ଲର୍ଡ ରେ ରହି ଆସୁଥିଲେ। ଯିବାର କିଛି ସମୟ ପରେ ତାଙ୍କର ମୃତ ଦେହ କୋରାପୁଟ ଦୁମୁରୀଫୁଟ ରେଳ ଧାରଣା ଉପରେ ମିଳିଥିଲା। କିନ୍ତୁ ଲର୍ଡ ର ମ୍ୟାନେଜର ସୋମନାଥ ମହାନ୍ତି କୁହନ୍ତି ସିଏ ଏମ ଶଙ୍କର ବହୁତ ଭଲ ଲୋକ। ସକାଳୁ ବାହାରିଯାଆନ୍ତି ସନ୍ଧ