ସହରର ଚା ଖଟିରେ ନବରଙ୍ଗପୁର ବିଧାୟକ ସହର ସ୍ଥିତ ମା ଭଣ୍ଡାର ଘରଣୀ ମନ୍ଦିର ନିକଟରେ ଥିବା ଚା ଖଟି ରେ ଗୁରୁବାର ସକାଳ 8 ଟା ଶୀତୁଆ ସକାଳରେ ପହଂଚିଥିଲେ ନବରଙ୍ଗପୁର ବିଧାୟକ, ଖଟିରେ ଉପସ୍ଥିତ ଥିବା ବିଭିନ୍ନ ବର୍ଗ ର ଲୋକଙ୍କ ସହ ମିଶି ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ, ସହର ବାସି ମଧ୍ୟ ବିଧାୟକ ସାଧାରଣ ଲୋକଙ୍କ ସହ ମିଶି ଏତେ ସମୟ ଆଲୋଚନା କରିଥିବାରୁ ବେଶ ଖୁସିପ୍ରକାଶ କରିଥିଲେ