ବିନିକା: ଉଲୁଣ୍ଡା ଅଂଚଳରେ ୨୧ଟିକିଆ ହାତୀପଲଙ୍କ ଉତ୍ପାତ, ନାକେଦମ ହେଉଛନ୍ତି ବନବିଭାଗ
ସୁବର୍ଣ୍ଣପୁର ଉଲୁଣ୍ଡା ଅଂଚଳରେ ୨୧ଟିକିଆ ହାତୀପଲଙ୍କ ଉତ୍ପାତ, ନାକେଦମ ହେଉଛନ୍ତି ବନବିଭାଗ l ଏହି ହାତୀପଲ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି କରିବା ଧାନ ଫସଲ ନଷ୍ଟ କରୁଥିବା ଆଜି ସକାଳ ସମୟରେ ଦେଖିବାକୁ ମିଳିଛି l ତେବେ ସ୍ଥାନୀୟ ବାସିନ୍ଦା ଭୟବିତ ଥିବା ଜଣାଯାଇଛି