ଆସିକା: କୁସୁରାବ,ଲକ୍ଷ୍ମୀପୁର,ବରୀଗୁଡାରେ ପାଗଳାକୁକୁର ଆତଙ୍କ,ଦଶରୁ ଉର୍ଦ୍ଧବ୍ୟକ୍ତିକୁ କାମୁଡି ଆହାତକରିଥିବା ବେଳେ ଆସିକା ମେଡିକାଲରେ ଭର୍ତିହୋଇଛନ୍ତି
Asika, Ganjam | Aug 21, 2025
ଦୁଇ ଦିନ ହେବ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କୁସୁରାବ, ଲକ୍ଷ୍ମୀପୁର, ବରିଗୁଡା ଗ୍ରାମ ରେ ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଛି l କୁକୁର...