"ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ (DSWO) ଏବଂ ଗ୍ରାମୀଣ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (CDPO)ଙ୍କ ସହ ବିଭିନ୍ନ ଭୂମିସ୍ତରୀୟ ପ୍ରସଙ୍ଗ, ଯେପରିକି ବ୍ୟକ୍ତିଗତ ଘରୋଇ ଶୌଚାଳୟ, କିଶୋରୀ ଝିଅମାନଙ୍କ ସ୍ୱଚ୍ଛତା ଏବଂ ସୁଭଦ୍ରା ଯୋଜନା ଉପରେ ଆଲୋଚନା କରିଛନ୍ତି ଆଜି ସକାଳ କଳାହାଣ୍ଡି ବରିଷ୍ଠ ନାଗରିକ ସଂଗଠନ ର ସଦସ୍ୟା