ବସ୍ତା: ଜିଏସଟିର ସଂସ୍କାର ଆଣିଥିବା ନେଇ ବାଲିଆପାଳ ସ୍ଥିତ ଶୁଭମ ଗେଷ୍ଟ ହାଉସ ଠାରେ ବାଲେଶ୍ୱର ସାଂସଦଙ୍କ ସାମ୍ବାଦିକ ସମ୍ମିଳନୀ
Basta, Balasore | Sep 17, 2025 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ଦେଶରେ ଜିଏସଟିର ସଂସ୍କାର ଆଣିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ୍ ଓ କୃତଜ୍ଞତା ଦେବା ଅବସରରେ ବାଲିଆପାଳ ସ୍ଥିତ ଶୁଭମ୍ ଗେଷ୍ଟ ହାଉସ୍ ଠାରେ ଆଜି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗଦେଇ ମୋଦିଙ୍କ ଦଶ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ମାଧ୍ୟମରେ ଭାରତରେ ଜିଏସଟିର ସଂସ୍କାର ଆଣି ବିକଶିତ ଭାରତରେ ପରିଣତ କରାଇଛନ୍ତି ବୋଲି କହିଛନ୍ତି l ତେବେ ଏନେଇ ଆଜି ରାତି 8 ଟା ସମୟରେ ଜଣାଯାଇଛି l ଶୁଣନ୍ତୁ ସାଂସଦଙ୍କ ପ୍ରତିକ୍ରିୟା