କୋମନା: ଜାମଗାଁ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ, 3 ଜଣ ଆହତ ଚିକିତ୍ସାଲୟରେ ଭର୍ତ୍ତି
Komna, Nuapada | Oct 5, 2025 ଆଜି ସୁନାବେଡ଼ାର ଜାମଗାଁ ଘଟିରେ ଏକ ପିକ୍ ଅପ୍ ଭ୍ୟାନ ଭାରସମ୍ୟା ହରାଇ ଓଲଟି ପଡିବାରୁ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି।