ଝାରସୁଗୁଡା ଜିଲ୍ଲା କଦମଡିହି ଫରେଷ୍ଟ ସେକ୍ସନ କୋଇଲି ଘୋଘର ଜଙ୍ଗଲରେ ବନ୍ୟ ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ଫାସ ଜବତ କରିଛି ବନ ବିଭାଗ l ହେଲେ ଏହି ଫାସ ବିଛାଇଥିବା ଶିକାରୀ ମାନେ ଫେରାର ହୋଇ ଯାଇଥିବା କଦମଡିହି ବନପାଳ ସଂଗୀତା ସାମନ୍ତରାୟ ଆଜି ବୁଧବାର ରାତି ୮ ଟା ରେ ସୂଚନା ଦେଇଛନ୍ତି । ବେଳପାହାଡ଼ ବନାଞ୍ଚଳ ଅଧିକାରୀ ପ୍ରଦୀପ ନାଏକଙ୍କ ନିର୍ଦେଶ କ୍ରମେ ମଙ୍ଗଳବାର ରାତିରେ କୋଇଲି ଘୋଘର ଜଙ୍ଗଲରେ କଦମଡିହି ବନପାଳ ସଂଗୀତା ସାମନ୍ତରାୟ ଙ୍କ ନେତୃତ୍ୱରେ ବନ କର୍ମଚାରୀ ଏବଂ ବିଦ୍ୟୁତ କର୍ମଚାରୀ ମିଳିତ ଭାବେ ପ୍ୟାଟ୍ରୋଲିଂ କରୁଥିଲେ । ରାତି ପ୍ରାୟ ୧୨ ଟା ସମୟରେ ଉକ୍ତ