Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ଲକ୍ଷ୍ମୀପୁର: କଫି ଚାରା ପ୍ରସ୍ତୁତ କରିବା ପାଇଁ ଢେପ ଗୁଡ଼ା ଗାଁ ର ଏସ୍ ଏଚ୍ ଜି ମହିଳା ଦାବି,ଗୁହାରି ଶୁଣୁନି ଓ ଏଲ ବାବୁ।

Lakshmipur, Koraput | Jan 17, 2026
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏ ମାଲକାନଗିରି ପଞ୍ଚାୟତ ଅଧିନସ୍ଥ ଢେପ ଗୁଡ଼ା ଗାଁ ର ମଲି ଝରଣା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ, କଫି ଚାରା ପ୍ରସ୍ତୁତ କରିବା ଦାବି କରିଛନ୍ତି। ଏ ନେଇ ଓ ଏଲ୍ ଏମ୍ ର ବ୍ଲକ ସଂଯୋଜକ କୁ ଗୁହାରି କରିବା ‌ଲାଗି ବାରମ୍ବାର ବ୍ଲକ ଦ୍ବାରସ୍ଥ ହୋଇ, ତାଙ୍କୁ ନ ଭେଟି ହତାଶ ହୋଇ ଫେରି ଥିବା ଆଜି ଅପରାହ୍ନ ୪ଟା ସମୟରେ ସୂଚନା ଦେଇଛନ୍ତି।

MORE NEWS

ଲକ୍ଷ୍ମୀପୁର: କଫି ଚାରା ପ୍ରସ୍ତୁତ କରିବା ପାଇଁ ଢେପ ଗୁଡ଼ା ଗାଁ ର ଏସ୍ ଏଚ୍ ଜି ମହିଳା ଦାବି,ଗୁହାରି ଶୁଣୁନି ଓ ଏଲ ବାବୁ। - Lakshmipur News