ଗୋଟିଏ ଦିନରେ ସହର ରେ ତିନୋଟି ଚୋରି ଟାଉନ ପୋଲିସର ତଦନ୍ତ ଆରମ୍ଭ ମାତିଛନ୍ତି ଚୋର, ଗୋଟିଏ ପରେ ଗୋଟିଏ ଚୋରି ଘଟାଇ, ଚୋର ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଉଥିବା ଦେଖିବାକୁ ମିଳିଛି , ଗୋଟିଏ ରାତିରେ ହେଇଛି 3 ଟି ଚୋରି, ଗୋଟିଏ ଦୋକାନରେ, ଜଣେ ବ୍ୟକ୍ତିଙ୍କ ଘରେ ଆଉ ଜଣେ ବ୍ୟକ୍ତିଙ୍କ ବାଇକ ମୋଟ 3 ଟି ଚୋରି ହେଇଛି