Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଭଟଲି: ଭଟଲି ସତିହାରୀ ବାଳିକା ହାଇସ୍କୁଲରେ ବାର୍ଷିକ ଉତ୍ସବ ଉଦଯାପିତ

ଭଟଲି ସତିହାରୀ ବାଳିକା ହାଇସ୍କୁଲରେ ବାର୍ଷିକ ଉତ୍ସବ ଉଦଯାପିତ ଭଟଲି ସତିହାରୀ ବାଳିକା ହାଇସ୍କୁଲ ରେ ବାର୍ଷିକ ଉତ୍ସବ ଆଜି ଅପରାହ୍ନ ୪ଟା ରେ ଉଦଯାପିତ ହୋଇଯାଉଛି।ଏଥିରେ ଅତିଥି ଭାବରେ ଭଟଲି ହାଇସ୍କୁଲ ର ଅବସର ପ୍ରାପ୍ତ ଶିକ୍ଷକ ଶଶୀଭୂଷଣ ସରାଫ, ଅବସର ପ୍ରାପ୍ତ ଶିକ୍ଷକ ଭଗବାନ ବେହେରା,।ସତିହାରୀ ବାଳିକା ହାଇସ୍କୁଲର ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ସୂର୍ଯ୍ୟକାନ୍ତି ଭୋଇ, ଦିବ୍ୟକାନ୍ତି ଭୋଇ, ନୂଆଗଡ ହାଇସ୍କୁଲ ର ଅବସର ପ୍ରାପ୍ତ ଶିକ୍ଷକ ଜଗଦୀଶ ସାହୁ,ଏବିଇଓ ରିତାରଣୀ ତ୍ରିପାଠୀ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡ଼ନସନା ପ୍ରମୁଖ ଉପସ୍ଥିତ ଥିଲେ।

MORE NEWS