କଣ୍ଟାମାଳ: ଲୂଇସିଂ ଘାଟିରେ ଦୁର୍ଘଟଣା ଘଟଣା 3ଜଣଙ୍କ ମୃତ୍ୟୁ ପୋଲିସ ର ତଦନ୍ତ
ଲୂଇସିଂ ରେ ହାଇୱା ନେଲା 3ଜୀବନ ଗତକାଲି ରାତି ଘଣ୍ଟାପଡ଼ା ଥାନା କନ୍ଧମାଲ ବୌଦ୍ଧ ସୀମା ଲୂଇସିଂ ନିକଟରେ ଏକ ପିକପ୍ ଉପରେ ଛଡ଼ିଗଲା ହାଇୱା ଫଳରେ 10ଜଣ ଗୁରୁତର ହୋଈଥିବା ବେଳେ ଏବେ ସୁଦ୍ଧା 3ଜଣ ଙ୍କ ମୃତ୍ୟୁ ହୋଇଛି I କଣ୍ଟାମାଲ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦୁଇ ଜଣଙ୍କ ଚିକିତ୍ସା ଧୀନ ଅବସ୍ଥା ରେ ମୃତ୍ୟୁ ହୋଈଥିବା ବେଳେ ଆଜି ବଲାଂଗୀର ସ୍ୱାସ୍ଥ୍ୟକେନ୍ଦ୍ର ରେ ଜଣେ ଗୁରୁତରଙ୍କ ମୃତ୍ୟୁ ହୋଈଛି I ତେବେ ଉକ୍ତ ଶ୍ରମିକ ମାନେ ସମ୍ବଲପୁରୀ ଜିଲ୍ଲା ଜମନ କିରା ର କଳାବତୀ ସାଏ ଓ ସୁକିନି କିସାନ ଆଉ ଜଣଙ୍କପରିଚୟ ମିଳିନାହଁ I ଏପଟେ ପୋଲିସ ତଦନ୍ତ ଆରମ୍ଭ କରିଛି I