ଶିକ୍ଷୟତ୍ରୀ ବଦଳି ରୋକିବାକୁ ଦାବି ପତ୍ର ଦେଲେ ଅଭିଭାବକ। ଶିକ୍ଷୟତ୍ରୀ ସରସ୍ୱତୀ ସାହୁ ଙ୍କୁ ସରକାରୀ ପ୍ରାଥମିକ ବିଦ୍ୟାଳୟ କେଶଦୁରାପାଳ ରୁ ଜଳସୁଆଁ ପାଟଣା କୁ ବଳଦି କରିବାରୁ ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରି ଘଷିପୁରା ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଶିକ୍ଷୟତ୍ରୀ ଙ୍କ ବଦଳି ରୋକି ପୁନର୍ବାର କେଶଦୁରାପାଳ ପ୍ରାଥମିକ ବିଦ୍ୟାଳୟରେ ରହିବା ପାଇଁ ଦାବି କରିଛନ୍ତି ଅଭିଭାବକ ।