ସୋରଡା: ସୋରଡ଼ା ସହର ସୀତାରାମ ରଙ୍ଗମଞ୍ଚ ଠାରେ ବରିଷ୍ଠ ନାଗରିକ ଙ୍କ ତୃତୀୟ ବାର୍ଷିକ ସମ୍ମିଳନୀ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଧାୟକ.
Surada, Ganjam | Sep 6, 2025
ଗଞ୍ଜାମ ଜିଲ୍ଲା ବିଜୁପଟ୍ଟନାୟକ ବରିଷ୍ଠ ନାଗରିକ ମଞ୍ଚ,ବ୍ରହ୍ମପୁର ସୋରଡ଼ା ଶାଖା ଆନୁକୂଲ୍ୟରେ ସୋରଡ଼ା ସ୍ଥିତ ସୀତାରାମ ରଙ୍ଗମଞ୍ଚ ଠାରେ ତୃତୀୟ...