ଚାଳଗଡ଼ ଗ୍ରାମ କିପରି ଯଥାଶୀଘ୍ର ରାଜସ୍ବ ଗ୍ରାମର ମାନ୍ୟତା ପାଇବ ସେଇ ସମ୍ବନ୍ଧରେ ଓଡିଶାର ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ବିସ୍ତୃତ ଆଲୋଚନା ଶନିବାର ସନ୍ଧ୍ୟା ୭ ଘଟିକା ସମୟରେ କରିଲେ ଚାଳଗଡ଼ ଗ୍ରାମବାସୀ ।ମନ୍ତ୍ରୀ ରାଜସ୍ବ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କୁ ଡାକି ଚାଳଗଡ଼ ଗ୍ରାମର ଫାଇଲକୁ ଶୀଘ୍ର ସଚିବାଳୟକୁ ପଠାଇବା ପାଇଁ ନିର୍ଦେଶ ଦେବା ସହ ଖୁବ ଶୀଘ୍ର ରାଜସ୍ବ ଗ୍ରାମ ଘୋଷଣା କରାଯିବ ବୋଲି ପ୍ରତିଶୃତି ଦେଲେ l