ଧନୁପାଲି ଥାନା ଅନ୍ତର୍ଗତ ମହାବୀର ପଡା ନିକଟରେ ସଡ଼କ ଦୁର୍ଘଟଣା, ଦୁଇ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ଦୁଇ ଜଣ ଯୁବକ ଏକ ସ୍କୁଟି ଗାଡ଼ିରେ ଗୋବିନ୍ଦତଲା ଅଞ୍ଚଳକୁ ଆସୁଥିବା ବେଳେ ରାସ୍ତାରେ ଦୁର୍ଘଟଣା ର ଶିକାର ହୋଇ ଆହତ ହୋଇଥିଲେ l ସ୍ଥାନୀୟ ଲୋକେ ତାଙ୍କୁ ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ଆଣି ଚିକିତ୍ସା କରାଇଥିଲେ l ସେପଟେ ଘଟଣାସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି l