ଆଜି ଦିନ ପ୍ରାୟ 11 ଟା samayre ସମ୍ବଲପୁର ରିଭର ଇନ ରେସୋର୍ଟ ଠାରେ ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ ଅଞ୍ଚଳର ରାଜସ୍ୱ ଅଧିକାରୀ ଙ୍କୁ ନେଇ ଏକ ଦୁଇଦିନିଆ ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ l ଏହି କର୍ମଶାଳା ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ ଆନୁକୂଲ୍ୟ ରେ ଆୟୋଜିତ ହୋଇଛି, ଯାହା ଦୁଇ ଦିନ ଧରି ଅନୁଷ୍ଠିତ ହେବ। ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ ଅଞ୍ଚଳରେ ଆସୁଥିବା ୧୨ଟି ଜିଲ୍ଲାର ସମସ୍ତ ଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ତହସିଲଦାର, ରା