ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ସପ୍ତଦଶତମ ଅଖିଳ ଭାରତୀୟ ସାହିତ୍ୟ ଅଧିବେଶନ ଝାରସୁଗୁଡା ଶାଖା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ l ଆଜି ଅପରାହ୍ନ ୩ ଟା ରୁ ୪ ଟା ଯାଏଁ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସମ୍ପାଦକ ଡ଼ ଶିବପ୍ରିୟା ମିଶ୍ର , ଜିଲ୍ଲା ସଂଯୋଜକ ଅନ୍ତଜ୍ୟାମି ପାଣିଗ୍ରାହୀ, ଉପସଭାପତି ପଦ୍ମାବତୀ ମହାପାତ୍ର, ଜିଲ୍ଲା କାର୍ଯକାରିଣୀ ସଦସ୍ୟ ଅମ୍ବିକା ଦାଶ ଉପସ୍ଥିତ ଥିଲେ l ସପ୍ତଦଶତମ ଅଖିଳ ଭାରତୀୟ ସାହିତ୍ୟ ଅଧିବେଶନ ମଧ୍ୟପ୍ରଦେଶର ରିୱା ସହରରେ ଗତ ନଭେମ୍ବର ୭ ତାରିଖରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା l ଏହି ସମାରୋହରେ ପୂର୍ବତନ ରାଷ୍ଟ୍ର