Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
Coronavirus
कांग्रेस
मौत
Accident
Congress
Modi
Delhi
Viral
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Chhattisgarh
Uttarpradesh
Haryana
Uttarakhand
लखनऊ

ଛତ୍ରପୁର: ନୂଆପଡା ଉପର୍ନିବାଚନ: ପ୍ରଚାର ମୈଦାନରେ ଛତ୍ରପୁର ବିଧାୟକ

Chhatrapur, Ganjam | Nov 2, 2025
ଆସନ୍ତା ୧୧ରେ ନୂଆପଡା ଉପନିର୍ବାଚନ ହେବ । କେଉଁ ଦଳ ବାଜିମାତ କରିବ ସେଥିପାଇଁ ବିଭିନ୍ନ ରାଜନୈତିକ ଦଳ ଗୁଡିକରେ ରଣନୀତି ପ୍ରସ୍ତୁତି ଚାଲିଛି। ନୂଆପଡା ଉପର୍ନିବାଚନର ପ୍ରଚାର ମୈଦାନରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ନିଜ ଦଳୀୟ ପାର୍ଥିଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।ରବିବାର ସଂଧ୍ୟାରେ ନୂଆପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନୂଆପଡ଼ା, ଡୁମେରପଡ଼ା, ଚିରଚିରାପଡ଼ା, ଚିଚିରିପାନୀ ଆଦି ଅଞ୍ଚଳରେ ଦଳୀୟ ବୈଠକରେ ଯୋଗ ଦେଇଥିଲେ।