ସ୍କୁଲ ରେ ସାଇବାର ସୁରକ୍ଷା ଅଭିଯାନ ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ବରଗାଁ ହାଇସ୍କୁଲ ରେ ସାଇବର ସୁରକ୍ଷା ରଥ କୁ ସ୍କୁଲର ପ୍ରଧାନ ଶିକ୍ଷକ ଙ୍କ ସହ ଛାତ୍ର ଛାତ୍ରୀ ମାନେ ସ୍ୱାଗତ କରିଥିଲେ I ଏହା ପରେ କଣ୍ଟାମାଲ ଥାନା କର୍ମଚାରୀ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଏଣ୍ଟରନେଟ ଉପକାରୀତା ଓ ଅପ କାରିତା ଉପରେ ବୁଝେଇଥିଲେ I ଯେପରି କି ସଂନ୍ଦେହ ଜଣକ ଲିଙ୍କ ଉପରେ କ୍ଲିକ ନ କରିବା ଅନଲାଇନ ଗେମ ରୁ ଦୁରେଇ ରହିବା I ୱାଟ୍ସଅପ ରେ ଆସୁଥିବା ଲୋଭଜନକ ଲିଙ୍କ କୁ ଇଗନୋର କରିବା ଭଳି ସବୁ ଉପରେ ବୁଝେଇଥିଲେ I