ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୨୧ସ୍ଥିତ ଭବାନୀପୁର ବସ୍ତିରେ "ଫାଇଟ ଗ୍ରୁପର " ମହିଳା ସଦସ୍ୟାଗଣ ବସ୍ତି ମହିଳା ଓ ପିଲାମାନଙ୍କ ସହ ଦୀପାବଳି ଉତ୍ସବ ପାଳନ କଲେ
ଅକ୍ଟୋବର ୧୯ତାରିଖ ସନ୍ଧ୍ୟା ପ୍ରାୟ ୭ଟାରୁ ରାତ୍ରି ୮ଟା ପର୍ଯ୍ୟନ୍ତ "ଫାଇଟ ଗ୍ରୁପ "ର ମହିଳା ସଦସ୍ୟାଗଣ ପ୍ରତିବର୍ଷ ପରି ବିଭିନ୍ନ ବସ୍ତିରେ ପହଞ୍ଚି, ମହିଳା ଓ ପିଲାମାନଙ୍କ ସହ ମିଶି ଦୀପାବଳି ଉତ୍ସବ ପାଳନ କରିଥାନ୍ତି, ଏ ବର୍ଷ ସେକ୍ଟର ୨୧ ସ୍ଥିତ ଭବାନୀପୁର ବସ୍ତିରେ ପହଁଚି ସ୍ଥାନୀୟ ମହିଳା ଓ ଶିଶୁ ତଥା ସମାଜସେଵୀ ଧନଞ୍ଜୟ ମୁଣ୍ଡା ଓ ତାଙ୍କର ଫୁଟବଲ ମହିଳା ଖେଳାଳିଙ୍କ ସହ ମିଶି ଦୀପାବଳି ଉତ୍ସବ ପାଳନ କଲେ, ଏଇ ଅବସରରେ ସମାଜସେବୀ ତଥା ଶିକ୍ଷବିତ ଏବଂ ଫାଇଟ ଗ୍ରୁପର ସଭାପତି ଶ୍ରୀମତୀ ସୁନିତା ନାୟକ ବକ୍ତବ୍ୟରେ କହିଲେ, ଫାଇଟ ଗ୍ରୁପ ସର୍ବଦା ମହିଳା ସଶକ୍ତିକରଣ ଆଧାରିତ barssar