ରାଉରକେଲା ମ୍ୟୁନିସିପାଲଟି: ଇତିହାସ ରଚିଲେ ରାଉରକେଲାର ସୁମିତ କୁମାର ସିଂହ, ସିଭିକ ସେଣ୍ଟର୍ ଠାରେ ୪୮ ଘଣ୍ଟା ଧରି ଟ୍ରେଡ ମିଲରେ ଦୌଡି କଲେ ୱାର୍ଲଡ ରେକର୍ଡ
ଇତିହାସ ରଚିଛନ୍ତି ରାଉରକେଲାର ବାସନ୍ତୀ କଲୋନୀର ସୁମିତ କୁମାର ସିଂହ, ସିଭିକ ସେଣ୍ଟର୍ ଠାରେ ୪୮ ଘଣ୍ଟା ଧରି ଟ୍ରେଡ ମିଲରେ ଦୌଡି ୱାର୍ଲଡ ରେକର୍ଡ ସୃଷ୍ଟି କରିଛନ୍ତି। ସୋମବାର ସଂନ୍ଧ୍ଯାରେ ତାଙ୍କର ଦୌଡ ଶେଷ ହୋଇଛି।