ମକରମେଳା ରେ ଦ୍ୱତୀୟ ଦିନରେ ଲୋକଙ୍କ ଗହଳି ମିନାବଜାର ନେଲେ ମଜା ଗଡ଼ଜାତ ଅମଳର ମକର ମେଳା ର ଦ୍ୱିତୀୟ ଦିନ ରେ ହଜାର ହଜାର ଲୋକଙ୍କ ଭିଡ଼ I ତେବେ କଣ୍ଟାମାଲ ବ୍ଲକ ପଳସାଗୋରା ମକର ମେଳା କାହିଁ କେଉଁ କାଳ ରୁ ହୋଈଆସୁଥିବା ବେଳେ ଚଳିତ ବର୍ଷ 7ଦିନ ଡର ଏହି ଉତ୍ସବ ଅନୁଷ୍ଠିତ ହବ ତେବେ ଆଜି ଦୂରୀୟ ଦିନରେ 5ଘଣ୍ଟା ସମୟ ରେ ହଜାର ହଜାର ଲୋକଙ୍କ ଭିଡ଼ I ଉକ୍ତ ସ୍ଥାନରେ ନାମ ଯଜ୍ଞ ଉତ୍ସବ ସହ ଅନୁଷ୍ଠିତ ହୋଇଛି ସାଂକୃତିକ କାର୍ଯ୍ୟକ୍ରମ I ଏପଟେ ମିନାବଜାତ୍ ସହ ଝିଅବାହାଘର ହାଟ କରୁଛନ୍ତି ଲୋକେ