ବାଲେଶ୍ୱର ସିନେମା ଛକରେ ମହାବୀର ଆଖଡ଼ା ଖେଳ, ୧୦୧ ବର୍ଷର ପରମ୍ପରାକୁ ଦେଖିଲେ ବିଧାୟକ
Baleshwar, Balasore | Oct 22, 2026
ବିଜୟା ଦଶମୀ ଅବସରରେ ବାଲେଶ୍ୱର ସିନେମା ଛକଠାରେ ଆୟୋଜିତ ହୋଇଛି ପାରମ୍ପରିକ ମହାବୀର ଆଖଡ଼ା ଖେଳ। ସଦର ବିଧାୟକ ମାନସ କୁମାର ଦତ୍ତ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ କଳାକାରଙ୍କ ବାଡ଼ି ଖେଳ ପ୍ରଦର୍ଶନକୁ ଉପଭୋଗ କରିଛନ୍ତି।