ସୁନ୍ଦରଗଡ ସହର: ଟାଉନ ଥାନା ପୋଲିସ ପକ୍ଷରୁ ଥାନା ପରିସରରେ ଗଣେଶ ପୂଜା ନିମନ୍ତେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
Sundargarh Town, Sundargarh | Aug 26, 2025
ସୁନ୍ଦରଗଡ ମଙ୍ଗଳ ବାର ଦିନ ୧ ଟା ସମୟରେ ଟାଉନ ଥାନା ପୋଲିସ ପକ୍ଷରୁ ଥାନା ପରିସରରେ ଗଣେଶ ପୂଜା ନିମନ୍ତେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ...