କେନ୍ଦୁଝର ସହର: କେନ୍ଦୁଝର ଠାରେ ଜିଲ୍ଲା ସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଓ ଆକାଂକ୍ଷା ହାଟ ଅନୁଷ୍ଠିତ
Kendujhar Town, Kendujhar | Aug 1, 2025
କେନ୍ଦ୍ର ସରକାରଙ୍କ ନୀତି ଆୟୋଗର ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅନ୍ତର୍ଗତ ଉଲ୍ଲେଖନୀୟ ସଫଳତାକୁ ସମ୍ମାନିତ କରିବା ପାଇଁ କେନ୍ଦୁଝର ସ୍ଥିତ...