ନୂଆପଡା: ଖଡ଼ିଆଳ ଅଗ୍ରସେନ ଭବନ ଠାରେ ବ୍ଲକସ୍ତରୀୟ ଗୁରୁ ପୁଜନୋତ୍ସବ; ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିକ୍ରିୟା ରଖିଲେ ବିଧାୟକ
Nuapada, Nuapada | Sep 5, 2025
ଖଡ଼ିଆଳ ଅଗ୍ରସେନ ଭବନ ଠାରେ ବ୍ଲକସ୍ତରୀୟ ଗୁରୁ ପୁଜନୋତ୍ସବ ଆଜି ରାତ୍ର ୮ ଟା ଯାଏଁ ପାଳିତ ହୋଇଯାଇଛି। ଖଡ଼ିଆଳ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ...