ବୌଦ୍ଧ ସଦର: କଣ୍ଟାମାଳ ଥାନାକୁ ଉପଖଣ୍ଡ ଥାନା ମାନ୍ୟତା ଦାବୀରେ ବୌଦ୍ଧ ଏସପିଙ୍କ ସହ ଆଲୋଚନା କଲେ ବରିଷ୍ଠ ନାଗରିକ
ବୌଦ୍ଧ ଜିଲ୍ଲାର ଉପାନ୍ତ ଆଦିବାସୀ ଅଧୁଷିତ ଅଞ୍ଚଳ, ମାଓମାଦୀ ଅଞ୍ଚଳ ତଥା ଗଞ୍ଜେଇ ଚାଷ,ବ୍ୟବସାୟ ଓ ନିଶା କରବାର ତଥା ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ପାଉଥିବା ଯୋଗୁଁ ଅନେଗୁଡ଼ିଏ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ l