କଟକ ପୌରାଞ୍ଚଳ: ଖୁଣ୍ଟୁଣୀ ଗୋଲେଇ ଛକରେ ଟ୍ରକରୁ ମୋବାଇଲ ଓ ଟଙ୍କା ଚୋରି କରିବା ସମୟରେ ଧରା ପଡିଲା ଚୋର, ନିସ୍ତୁକ ମାଡ଼, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ
Cuttack M Corp PS, Cuttack | Aug 9, 2025
କଟକ ଜିଲ୍ଳା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଗୋଲେଇ ଛକରେ ଛିଡା ହୋଇଥିବା ଟ୍ରକରୁ ମୋବାଇଲ ଫୋନ ଓ ନଗଦ ଟଙ୍କା ଚୋରି କରିବା ସମୟରେ ଧରା ପଡ଼ିଲେ ଚୋର।...