କଣ୍ଟାମାଳ: ଅଞ୍ଚଳରେ ବେଆଇନ କପସିର ବିକ୍ରି ନିଶାସେବନ କରି ଯୁବକ କରୁଛନ୍ତି ଡକାୟତୀ ପୋଲିସ ଦୃଷ୍ଟି ଦେବାକୁ କଣ୍ଟାମାଲରେ ପ୍ରତିକ୍ରିୟା ରଖିଲେ ସମାଜସେଵୀ
କଣ୍ଟାମାଲ ଅଞ୍ଚଳରେ ଏବେ ଆସ୍ତେ ଆସ୍ତେ କଫଶିରପ୍ ନିଶା ସେବନ କରି ଅପରାଧ କରୁଛନ୍ତି I ଏହାକୁ ରୋକ ଲଗେଇବା ରେ ବିଫଳ ହୋଇଛି ଦ୍ରକ୍ସ କଣ୍ଟ୍ରୋଲ ବିଭାଗ I ବ୍ଲକ ଅଞ୍ଚଳ ର ବିଭିନ୍ନ ପଡିଆ ରେ ସନ୍ଦ୍ୟା ହେଲେ ଯୁବକ ମନେ ଏକ ତ୍ରିତ ହୋଈ ନିଶା ସେବନ କରିବା ରେ ଲାଗି ପଡୁଛନ୍ତି I ଫଳରେ ବିଭିନ୍ନ ସ୍ଥାନ ରେ ଚୋରି ଡକାୟତି ରହଜାନୀ କରି ଅପରାଧ ଲିପ୍ତ ରହୁଛନ୍ତି I ଏହାକୁ ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି କଣ୍ଟାମାଲ 6ଟା ପ୍ରତିକ୍ରିୟା ରଖିଛନ୍ତି ସମାଜ ସେବି ଅଜିତ ବସ୍ତିଆ I