Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଖଲ୍ଲିକୋଟ୍: ମନରେଗା ରୁ ମହାତ୍ମା ଗାନ୍ଧି ଙ୍କ ନାମ ହଟାଇବା ଓ ବିଭି ଜି ରାମ ଜି ବିଲ ପ୍ରତ୍ୟାହାର ଦାବିରେ ପୁରୁଷୋତ୍ତମପୁର ଠାରେ କଂଗ୍ରେସ ର ଏକ ଦିନିଆ....

Khalikote, Ganjam | Jan 11, 2026
ମନରେଗା ରୁ ମହାତ୍ମା ଗାନ୍ଧି ଙ୍କ ନାମ ହଟାଇବା ଓ ବିଭି ଜି ରାମ ଜି ବିଲ ପ୍ରତ୍ୟାହାର ଦାବି ରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ରେ ଆଜି ଦିନ ୧୨ ଟା ସମୟରେ କଂଗ୍ରେସ ର ଏକ ଦିନିଆ ଉପବାସ ବା ସାଙ୍କେତିକ କାର୍ଯ୍ୟକ୍ରମରେ କଂଗ୍ରେସ ଗଞ୍ଜାମ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗ ଦେଇ ଅନଶନ ରେ ବସିଥିଲେ । ବିଭି ଜି ରାମ ଜି ବିଲ ପ୍ରତ୍ୟାହାର ନହେବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ବିଧାୟକ ରମେଶ ଜେନା ।
ଖଲ୍ଲିକୋଟ୍: ମନରେଗା ରୁ ମହାତ୍ମା ଗାନ୍ଧି ଙ୍କ ନାମ ହଟାଇବା ଓ ବିଭି ଜି ରାମ ଜି ବିଲ ପ୍ରତ୍ୟାହାର ଦାବିରେ ପୁରୁଷୋତ୍ତମପୁର ଠାରେ କଂଗ୍ରେସ ର ଏକ ଦିନିଆ.... - Khalikote News