ଟିଟିଲାଗଡ: ଟିଟିଲାଗଡ଼ - ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ବରିଷ୍ଠ ନାଗରିକ ଦିବସ ପାଳିତ - ଯୋଗଦେଲେ ପୂର୍ବତନ ଡ଼ିଜି ଯମୁନା ପ୍ରସାଦ ଗୋଏଲ
Titlagarh, Balangir | Aug 21, 2025
ଟିଟିଲାଗଡ଼ - ଆଜି ହେଉଛି ବିଶ୍ଵ ବରିଷ୍ଠ ନାଗରିକ ଦିବସ। ତେବେ ଏହି ଦିବସକୁ କ୍ଲବ ସଭାପତି ଶ୍ରୀ ସଞ୍ଜୟ ସୋନିଙ୍କ ସଭାପତିତ୍ବରେ ସ୍ଥାନୀୟ...