ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଚା ଦୋକାନରୁ ଚୋରି ଅଭିଯୋଗରେ ଶିଖରଚଣ୍ଡୀ ଛକ ନିକଟରୁ ୨ ଅଭିଯୁକ୍ତଙ୍କୁ ଗିରଫ କଲା ଇନଫୋସିଟି ପୋଲିସ
Bhubaneswar M Corp, Khordha | Aug 19, 2025
ଅଭିଯୋଗକାରୀଙ୍କର ଶିଖରଚଣ୍ଡୀ ନଗର ଛକ ଠାରେ ଏକ ଚା ଦୋକାନ ଅଛି । ଘଟଣା ଦିନ ରାତିରେ ଦୋକାନ ବନ୍ଦ ପରେ ଅଭିଯୋଗକାରୀ ଏବଂ ଦୋକାନରେ କାମ ...