ବିରିଡି: ମଙ୍ଗଳବାର ସନ୍ଧ୍ୟା୭ଟାରେ ଦରଡ଼ା ମା ଦୁଲାଦେବୀ ପୀଠରେ ଅନୁଷ୍ଠିତ ବିଶ୍ଵଶାନ୍ତି ମହାଜଜ୍ଞ ସାମାପନ ଉତ୍ସବରେ ଯୋଗଦେଲେ ଜିଲ୍ଲା ବିଜେଡି ସଭାପତି
ମଙ୍ଗଳବାର ସନ୍ଧ୍ୟା ୭ଟାରେ ଦରଡ଼ା ମା ଦୁଲାଦେବୀ ପୀଠରେ ଅନୁଷ୍ଠିତ ବିଶ୍ଵଶାନ୍ତି ମହାଜଜ୍ଞ ସମାପନ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ରବିନାରାୟଣ ଜେନା ଓ ଅନ୍ୟମାନେ ଯୋଗଦେଇ ପୂଜାର୍ଚନା କରିବାସହ ବିଭୁ କୃପା ଲାଭ କରିଥିଲେ