ବସ୍ତା: ବିଦ୍ୟୁତ କର୍ମଚାରୀଙ୍କୁ ଅଟକ, ଗ୍ରାମରେ ଉତ୍ତେଜନା
ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ବିଚିତ୍ର ନିତି,ଚୁରପଦା ଗ୍ରାମରେ ଘଟିଛି ଘଟଣା
Basta, Balasore | Sep 18, 2025 ବିଦ୍ୟୁତ କର୍ମଚାରୀଙ୍କୁ ଅଟକ, ଗ୍ରାମରେ ଉତ୍ତେଜନା ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ବିଚିତ୍ର ନିତି,ନିଜେ ମିଟର ସିଲ୍ କାଟି ବିଦ୍ୟୁତ ଚୋରୁ କରୁଛନ୍ତି କିନ୍ତୁ ଅନ୍ୟ ଉପଭୋକ୍ତା ମାନଙ୍କର ଭଲ ମିଟର କୁ ଖରାପ ଦର୍ଶାଇ ମିଟର ବଦଳ କରୁଛନ୍ତି, ଆଉ ମୋଟା ଅଙ୍କର ଯୋରିମାନା ଆଦାୟ କରୁଛନ୍ତି,ଯାହାକୁ ନେଇ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ, ଆଜି ଯାହାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି,ଏଭଳି ଘଟଣା ଘଟିଛି ବସ୍ତା ଥାନା ଚୋରପଦା ଗ୍ରାମରେ,