ସୁନ୍ଦରଗଡ ସହର: ଧରୁଆଡିହି ପୋଲିସ ଦ୍ବାରା ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ଜଣେ ଅଭିଯୁକ୍ତ ଗୋଏଲ ଝୁମ୍ପା ନିକଟରୁ ଗିରଫ, ବାଇକ ଜବତ
Sundargarh Town, Sundargarh | Aug 24, 2025
ଆଜି ଅଗଷ୍ଟ 24 ତାରିଖ ସଂଧ୍ୟା 6:45 ପାଖାପାଖି ସମୟରେ ଏହି ଅଭିଯୁକ୍ତ ନିଶାଶିକ୍ତ ଅବସ୍ଥାରେ ଗାଡ଼ି ଚାଳନା କରି ଆସୁଥିବା ବେଳେ ଧରୁଆ ଡିହି...