ରାଜଗାଙ୍ଗପୁର: ମହାବୀର ପାହାଡ଼ ତଳ ଜଙ୍ଗଲରୁ ଟିକିଲିପଡ଼ା ସଂରକ୍ଷିତ ଜଙ୍ଗଲକୁ ଗଲା ଗୋଠଛଡ଼ା ଦନ୍ତା ହାତୀ
Rajagangapur, Sundargarh | Aug 10, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ସୀମାନ୍ତ ରେ ରହିଥିବା ମହାବୀର ପାହାଡ଼ ତଳ ଜଙ୍ଗଲରେ ଗତ କିଛିଦିନ ହେଲା ରହୁଥିବା ବଣୁଆ ଗୋଠଛଡ଼ା ଦନ୍ତାହାତୀ ଆଜି...