Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଧରାକୋଟ: ବରଡ଼ାବିଲି ଛକ ନିକଟରେ ସିରିଜ ଦୁର୍ଘଟଣା, ରାସ୍ତାରେ ଯାଉଥିବା ବାଇକ ଓ ସାଇକେଲ କୁ ପଛରୁ ପିଟିଲା କାର, ଏକାଧିକ ଗୁରୁତର

Dharakote, Ganjam | Oct 21, 2025
ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବରଡ଼ାବିଲି ଗ୍ରାମ ଜାତୀୟ ରାଜପଥ 59 ସିରିଜ ଦୁର୍ଘଟଣା l ବାଇକ ଓ ସାଇକଲ କୁ ପଛରୁ ଧକ୍କା ଦେଇ ଚମ୍ପଟ ମାରିଲା କାର l ମଦ୍ୟପ କାର ଚାଳକ ଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏକାଧିକ ଗୁରୁତର ହୋଇଛନ୍ତି l ସୂଚନା ଅନୁସାରେ କାର ଟି ଆସିକା ରୁ ସୋରଡ଼ା ଅଭିମୁଖେ ଯିବା ସମୟରେ ବରଡ଼ାବିଲି ଛକ ନିକଟରେ ପ୍ରଥମେ ଗୋଟିଏ ବାଇକ କୁ ପଛରୁ ଧକ୍କା ଦେଇ ଚମ୍ପଟ ମାରୁଥିଲା l ଦୁର୍ଘଟଣା ରେ ବାଇକ ଚାଳକ ଏବଂ ଆରୋହୀ ସାବା ପଞ୍ଚାୟତ ର ମେଣ୍ଟି ବାଉଁଶ ଗ୍ରାମର ବଳରାମ ନାୟକ ଓ ଡମ୍ଭୁରୁ ନାୟକ ଗୁରୁତର ହୋଇ ରାସ୍ତା ଉପରେ ପଡ଼ିଥିଲେ l

MORE NEWS