କେଶାଇବାହାଲ ପଞ୍ଚାୟତ ଅନ୍ତର୍ଗତ ଭିକାପାଲି କନ୍ଦାମୁଣ୍ଡା ଗ୍ରାମ ର ମାନେଶ ମୁଣ୍ଡା, ଆକାଶ ମୁଣ୍ଡା ଓ ଶିବାନ ମୁଣ୍ଡା ଗୁରୁବାର ଦିନ ଏକ ବାଇକ୍ ଯୋଗେ ଜରାବଗା ଗ୍ରାମକୁ ଯାଇ ସନ୍ଧ୍ୟା ରେ ଘର କୁ ଫେରୁଥିବା ବେଳେ ମଦଭାଟି ପଡ଼ା ଠାରେ ଭାରସାମ୍ୟ ହରାଇ ଏକ ଗଛ କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ମାନେଶ୍ ଙ୍କ ମୃତ୍ୟୁ ହୋଇ ଥିବା ବେଳ ବୁର୍ଲା ନେବା ବାଟରେ ଆକାଶ ଙ୍କ ମୃତ୍ୟୁ ଘଟିଛି। ସିବାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ରହିଛି।