ରାଜଗାଙ୍ଗପୁର: ରାଣୀ ବନ୍ଧ ଠାରେ ପୋଲିସ ପକ୍ଷରୁ ବ୍ୟାପକ ଯାନବାହାନ ଖାନତଲାସ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁନ୍ଦରଗଡ଼ ରାଜଗାଙ୍ଗପୁର ବାଇପାସ୍ ରାଣୀ ବନ୍ଧ ଠାରେ ଆଜି ରାଜଗାଙ୍ଗପୁର ପୋଲିସ ପକ୍ଷରୁ ବ୍ୟାପକ ଯାନବାହାନ ଖାନତଲାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ଥାନା ଆଇଆଇସି ବିଜୟ କୁମାର ଦାଶ ସଦଳବଳେ ସକ୍ରୀୟ ଭୂମିକା ଗ୍ରହଣ କରିଥିଲେ।